କଲ୍
କଲ୍ —
ଉଚ୍ଚାରଣ: Kal
ପ୍ରାଦେ. (ସମ୍ବଲପୁର) ବି —
୧: କଳ; ଯନ୍ତ୍ର — ୧. Machine; engine.
୨: ଚକି —୨. Grinding mill.
୩: କୌଶଳ —୩. Artifice; stratagem.
୪: କପଟ —୪. Fraud; deception; hypocrisy.
ବୈଦେ. ବି (ଇଂ. କଲ୍ଲ୍) —
୧: ମଳୁକୁ ଦେଖିବାକୁ ଡ଼ାକ୍ତରଙ୍କୁ ଡ଼ାକରା —୧. A eall given to a doctor to visit a patient.
୨: କୋର୍ଟରେ ମୋକଦ୍ଦମା ଚଳାଇବା ପାଇଁ ପକ୍ଷକୁ ଡ଼ାକରା — ୨. A call to a party in a case.
୩: ମକଦ୍ଦମା ଚଳାଇବା ପାଇଁ ପକ୍ଷ ତରଫରୁ ଓକିଲଙ୍କୁ ନିମନ୍ତ୍ରଣ —୩. A call given by a client to a legal practitioner to conduct a case.