ଶବ୍ଦାର୍ଥ:

କଲିଜା
ଉଚ୍ଚାରଣ: Kalijā
কলিজা; কলেজা कलेजा

ବି. (ସଂ. କାଳେୟ=ୟକୃତ୍)

୧: ହୃଦୟ ନିକଟସ୍ଥ ବାମ ପାଖରେ ଥିବା କୋମଳ ମାଂସପିଣ୍ତବିଶେଷ; କଳାବୁକୁ — ୧. Liver.

୨: ମନୁଷ୍ୟର ହୃତ୍ପିଣ୍ଡ —୨. Human heart.

୩: ମର୍ମସ୍ଥାନ — ୩. Most vital or vulnerable part of the body.

୪: (ଲକ୍ଷଣାର୍ଥ) ମନ —୪. (figurative) Mind.

୫: (ଲକ୍ଷଣାର୍ଥ) ସାହସ — ୫. (figurative) Courage; spirit.