ଶବ୍ଦାର୍ଥ:
କଲିଆ ଟର୍ଟର୍ — ଉଚ୍ଚାରଣ: Kaliā ṭarṭar
ପ୍ରାଦେ. (ସମ୍ବଲପୁର) —
ତ୍ରିପଣ୍ଡ କଳା; ଘୋର କୃଷ୍ଣବର୍ଣ୍ଣବିଶିଷ୍ଟ; କଳା— କଟ କଟ —Very black.
ଦିଶୁ ଥାଇସି କଲିଆ ଟର୍ଟର୍, ପିନ୍ଧି ଥାଇସି ହଳଦିଆ ଗରଗଚ୍—ଗୀତା