ଶବ୍ଦାର୍ଥ:
କଲିଆ — ଉଚ୍ଚାରଣ: Kaliā कलिबाला
ଦେ. ବିଣ —
କଲିଯୁକ୍ତ; କ୍ରମଶଃ ସୂକ୍ଷ୍ମ ହୋଇ ନିମ୍ନକୁ ଝୁଲିଥିବା — With parts hanging down and tapering to a point.
ପ୍ରାଦେ. (ସମ୍ବଲପୁର) ବିଣ —
କାଳିଆ; କୃଷ୍ଣବର୍ଣ୍ଣବିଶିଷ୍ଟ — Of black colour.