ଶବ୍ଦାର୍ଥ:
କଲାବିଟ୍ବିଟ୍ — ଉଚ୍ଚାରଣ: Kalābiṭbiṭ
ପ୍ରାଦେ. (ସମ୍ବଲପୁର) ବିଣ —
ଘୋର କୃଷ୍ଣବର୍ଣ୍ଣ; କଳା କଟକଟ; ତ୍ରିପଣ୍ଡ କଳା — black; deep black.