କଲମିଡୋଲ୍
କଲମିଡୋଲ୍ —
ଉଚ୍ଚାରଣ: kalamiḍol
কলমীপাল
कलमीडोल
ଦେ. ବି (ଜାହାଜିଆ ଭାଷା) —
ଜାହାଜରେ ବ୍ୟବହ଼ୃତ ଲମ୍ବା ପାଲବିଶେଷ —A kind of narrow and long sail used in ships.
ପଛକୁ କଲମିଡୋଲ ଆଉ ବରଗାମାନ ଟେକି ଦେଇ ଶେଡ଼ ଗୁଡାଇ ଠିକ କରି ରଖି ଦେଇଅଛନ୍ତି ଫକୀରମେହନ. ଗଳ୍ପସ୍ବଳ୍ପ