କର ଯୋଡ଼ିବା
କର ଯୋଡ଼ିବା —
ଉଚ୍ଚାରଣ: Kara j̄oṟḍ̠ibā
করজুড়া
हातयोड़ना
ଦେ. କ୍ରି (ସଂ. କର+ୟୁଜ ଧାତୁ) —
୧: ନମସ୍କାର କରିବା —୧. To bow down; to salute.
ଦେବ ପ୍ରସାଦ ମତି, ଜନମିବାରୁ ନିତି ବଲ୍ଲୀକ ଦେଖି କର ଯୋଡ଼ିଲିରେ —କବିସୂର୍ଯ୍ୟ. ସଂଗୀତ
୨: ଦୁଇ ହାତ ମିଳିତ କରିବା — ୨. To fold both the hands.