ଶବ୍ଦାର୍ଥ:
କର୍ମମୟି — ଉଚ୍ଚାରଣ: Karmamayi
ଗ୍ରା. (ପଦ୍ୟ) ବିଣ. (ସଂ. କର୍ମମୟ) —
କର୍ମମୟ — Active; full of action
ବିଧାତା ନାମ ସେ ବୋଲାଇ. ୟାର ଶରୀର କର୍ମମୟି ଜଗନ୍ନାଥ. ଭାଗବତ