ଶବ୍ଦାର୍ଥ:
କର୍ମଣ୍ୟା — ଉଚ୍ଚାରଣ: Karmaṇyā
ସଂ. ବି. (କର୍ମଣ୍ୟ+ଆ) —
୧: ବେତନ — ୧. Salary.
୨: ମଜୁରି —୨. Wages; hire.
ସଂ. ବିଣ. ସ୍ତ୍ରୀ —
କର୍ମଣ୍ୟର ସ୍ତ୍ରୀଲିଙ୍ଗ — Feminine of Karmaṇya.