ଶବ୍ଦାର୍ଥ:
କର୍ମକ୍ଳାନ୍ତ — ଉଚ୍ଚାରଣ: Karmakḻānta (କର୍ମକ୍ଳାନ୍ତା—ସ୍ତ୍ରୀ)
ସଂ. ବିଣ. ପୁଂ. (୩: ୟା ତତ୍; କର୍ମ+କ୍ଳାନ୍ତ) —
କାମ କରିବା ଦ୍ବାରା ଅବସାଦପ୍ରାପ୍ତ; କାର୍ଯ୍ୟ କରି ଥକି ଯାଇଥିବା (ବ୍ୟକ୍ତି) — (a person) Done up by excessive work; tired with work.