କର୍ମକାରକ
କର୍ମକାରକ —
ଉଚ୍ଚାରଣ: Karmakāraka
ସଂ. ବି —
୧: (ବ୍ୟାକରଣ) କାରକବିଶେଷ; ଦ୍ବିତୀୟା ବିଭକ୍ତିର କାରକ — ୧. (grammar) The objective case.
୨: କାର୍ଯ୍ୟ କରିବା ବ୍ୟକ୍ତି — ୨. Doer of a work.
୩: ଗୁମାସ୍ତା; କାର୍ପର୍ଦାଜ୍ —୩. An agent. ୩: ଗୁମାସ୍ତା; କାର୍ପର୍ଦାଜ୍ —୩. An agent.