କର୍ବୁର
କର୍ବୁର —
ଉଚ୍ଚାରଣ: Karbura
(କର୍ବୁରୀ—ସ୍ତ୍ରୀ)
ସଂ. ବିଣ (କର୍ବ ଧାତୁ=ଗମନ କରିବା+କର୍ମ. ଉର) —
୧: କପୋତ ପରି ସାଦା ଓ ମାଟିଆ — ୧. Whitish and grey; like the colour of a dove.
୨: ଚିତ୍ରିତ; ବିଚିତ୍ର ବର୍ଣ୍ଣବିଶିଷ୍ଟ; ଏକାଧିକ ବର୍ଣ୍ଣମିଶ୍ରିତ; ଛପଛପିକିଆ —୨. Variegated; multicoloured; rainbow-coloured.
୩: ଟୋପିଟୋପି ଚିତ୍ରିତ; ତିଳତଣ୍ଡୁଳିତ — ୩. Spotted; chequered; mottled.
ସଂ. ବି —
୧: ଚିତ୍ରବର୍ଣ୍ଣ —୧. Variegated colour.
୨: ସ୍ନର୍ଣ୍ଣ —୨. Gold.
୩: ଜଳ —୩. Water.
୪: ପାପ —୪. Sin.
୫: ରାକ୍ଷସ —୫. Demon; imp; goblin; an evil spirit.
୬: (ନାମ) ଦୈତ୍ୟବିଶେଷ — ୬. The name of a demon.
୭: ବର୍ବରୀ; ଦୁଲଦ୍ଭା ଗୁଳ୍ମ — ୭. The Ocimum Gratissimum (plant)
୮: ପାପାତ୍ମା —୮. A sinner.
୯: ଧାତୁରା ଗୁଳ୍ମ —୯. The thorn-apple plant.