କର୍ତ୍ତୃତ୍ବାଧୀନ
କର୍ତ୍ତୃତ୍ବାଧୀନ —
ଉଚ୍ଚାରଣ: Karttṛutwādhīna
ସଂ. ବିଣ. (୬: ଷ୍ଠୀ ତତ୍) —
୧: କୌଣସି ବ୍ୟକ୍ତିର ଅଧିକାରର ବଶବର୍ତ୍ତୀ; ଆୟତ୍ତ —୧. Under the control of.
୨: ପରିଚାଳନାର ଅଧୀନ — ୨. Under the management of.
୩: କୌଣସି ବ୍ୟକ୍ତିର ତନଖିବାର ଅଧୀନ — ୩. Under the supervision of.