ଶବ୍ଦାର୍ଥ:
କର୍ତ୍ତନୀ — ଉଚ୍ଚାରଣ: Karttaṇī
ସଂ. ବି. ସ୍ତ୍ରୀ. (କୃତ ଧାତୁ=ଛେଦନ କରିବା+କରଣ ଅନ+ ସ୍ତ୍ରୀ. ଈ) —
୧: କତୁରୀ — ୧. A pair of scissors.
୨: କାଟିବା ଯନ୍ତ୍ର —୨. A cutting instrument.