କର୍ଣ୍ଣେଜପ
କର୍ଣ୍ଣେଜପ —
ଉଚ୍ଚାରଣ: Karṇṇejapa
ସଂ. ବିଣ. (ଅଲୁକ୍ ସମାସ୍; କର୍ଣ୍ଣେ=କାନରେ+ଜପ ଧାତୁ =ପୁନଃ ପୁନଃ ଉଚ୍ଚାରଣ କରିବା+କର୍ତ୍ତୃ. ଅ) —
୧: କାନକୁହା; ଖଚୂଆ; କୁପରାମର୍ଶଦାତା — ୧. Traducer; whisperer; informer; back- biter; talebearer.
୨: ଗୋଇନ୍ଦା —୨. A detective.