କର୍ଣ୍ଣଗୋଚର
କର୍ଣ୍ଣଗୋଚର —
ଉଚ୍ଚାରଣ: Karṇṇagochara
ସଂ. ବିଣ. (୬: ଷ୍ଠୀ ତତ୍; କର୍ଣ୍ଣ+ଗୋଚର) —
୧: ୟାହା ଶୁଣାଯାଇ ପାରେ; କର୍ଣ୍ଣର ଅଦୂର— ବର୍ତ୍ତୀ —୧. Within hearing.
୨: ଶ୍ରବଣଯୋଗ୍ୟ; ଶ୍ରୁତିଗୋଚର — ୨. Perceptible to the ear; audible.
୩: ଶୁଣାଯିବା (ବିଷୟ) — ୩. Coming to one's knowledge through the ears; reaching the ears.