ଶବ୍ଦାର୍ଥ:
କର୍ଣ୍ଣଗତ — ଉଚ୍ଚାରଣ: Karṇṇagata
ସଂ. ବିଣ. (୨: ୟା ତତ୍; କର୍ଣ୍ଣ+ଗତ) —
ଶୁଣାଯିବା; କର୍ଣ୍ଣଗୋଚର — Heard; reaching the ears.