କରେଇବା
କରେଇବା —
ଉଚ୍ଚାରଣ: Kareibā
করান
करोना
পাশফিরান
करवटहोना
ଦେ. କ୍ରି (କୃ ଧାତୁର ଣିଜନ୍ତ ରୂପ 'କରାଇବା'ର କଥିତ ଆକାର; ତୁଳନାକର ଭଙ୍ଗାଇବା, ଭଙ୍ଗେଇବବା; ମରାଇବା, ମରେଇବା) —
କରାଇବା (ଦେଖ) — To cause to be done.
ଗ୍ରା. (ଇତର) କ୍ରି —
କଡ଼େଇବା; କଡ଼ବାଗରେ ଗତି କରିବା —To move sidewise; to make a sidelong; motion.