କରୁଆ
କରୁଆ —
ଉଚ୍ଚାରଣ: Karuā
ଦେ. ବି. —
୧: କ୍ଷୁଦ୍ର ଥାଳିଆ; ରେକାବି — ୧. A small metal plate.
୨: ଏକ ପ୍ରକାର ଗୃହ —୨. A kind of specially contrived house; a granary.
[ଦ୍ର—ଏଥିରେ ଶସ୍ୟାଦି ସଞ୍ଚିତ ହୁଏ, ବଙ୍ଗ ଦେଶରେ 'କରୁଇ' ]
ପ୍ରାଦେ. (ସମ୍ବଲପୁର) ବି —
ଅସଭ୍ୟ ବନ୍ୟ ଜାତିବିଶେଷ — Name of a wild tribe.
ଗ୍ରା. (ଇତର) ବିଣ —
କଡ଼ପଟିଆ; ଏକ ପାଖିଆ — Leaning to a side.