ଶବ୍ଦାର୍ଥ:
କରିଗତି — ଉଚ୍ଚାରଣ: Karigati
ସଂ. ବିଣ. ପୁଂ ଓ ସ୍ତ୍ରୀ (ଉପମିତ ବହୁବ୍ରୀହି; କରିନ୍ +ଗତି) —
ହାତୀ ପରି ଧୀରେ ଧୀରେ ଚାଲୁଥିବା —Walking majestically and slowly like the elephant.
କରିଗତି ନ କରି ବସିଲୁ ଧୀରେ ଭଞ୍ଜ. ପ୍ରେମସୁଧାନିଧି