କରିଆ
କରିଆ —
ଉଚ୍ଚାରଣ: Kariā
ଦେ. ବି —
୧: ଛୋଟ ଗାମୁଛା —୧. Small napkin.
୨: ଅତି ଛୋଟ ଲୁଗା; ଛୋଟ ଖଦି; କମ୍ ଓସାର ଓ କମ୍ wଲମ୍ବା ଓ ଅତି ପତଳା ଲୁଗା — ୨. Very small and thin piece of cloth.
ପ୍ରାଦେ. (ସମ୍ବଲପୁର) ବି. (ସଂ. ସତ୍ୟକ୍ରିୟ—ତୁଳ. ପ୍ରା ସଚ୍ଚକିରିଆ) —
କିରିଆ; ଶପଥ —Oath.