ଶବ୍ଦାର୍ଥ:
କରାଳବଦନ — ଉଚ୍ଚାରଣ: Karāḻabadana (କରାଳାବଦନା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କରାଳ+ବଦନ;)
ଭୟାନକ ମୁଖବିଶିଷ୍ଟ —Hideous; terrific; frightful.