ଶବ୍ଦାର୍ଥ:
କରାଇବା — ଉଚ୍ଚାରଣ: Karāibā করান कराना; करचाना
ଦେ. କ୍ରି. (ସଂ. କୃ ଧାତୁ ଣିଜନ୍ତ. କାରି ଧାତୁ) —
କରିବା କ୍ରିୟାର ଣିଜନ୍ତ ରୂପ — The causative form of Karibā.