ଶବ୍ଦାର୍ଥ:
କରମା — ଉଚ୍ଚାରଣ: Karamā
ପ୍ରାଦେ. (ସମ୍ବଲପୁର) ବି. —
ଅନାର୍ୟ୍ୟମାନଙ୍କ ମଧ୍ୟରେ ପ୍ରଚଳିତ ନାଟ ଓ ୟାତ୍ରାବିଶେଷ —A dancing festival amongst non-Aryans.
ଦେ. ବି —
କଡ଼ମା (୩: ) (ଦେଖ) —Kaṟḍ̠amā (୩) (See)