କରଭୀ
କରଭୀ —
ଉଚ୍ଚାରଣ: Karabhī
ସଂ. ବି. ସ୍ତ୍ରୀ (କରଭ+ସ୍ତ୍ରୀ. ଈ) —
୧: ମାଈ ହାତୀଛୁଆ — ୧. The female young of an elephant.
୨: ମାଈ ଓଟଛୁଆ —୨. Young female camel.
୩: ମାଈ ଓଟ —୩. A she-camel.
ସଂ. ବି. ପୁଂ (କରଭ=ଶୁଣ୍ଡ+ଅଛି ଅର୍ଥରେ ଇନ୍; ୧: ମା୧: ବ) —
ହସ୍ତୀ —Elephant.