ଶବ୍ଦାର୍ଥ:

କରପାତ୍ର
ଉଚ୍ଚାରଣ: Karapātra

ସଂ. ବି. (ରୂପକ କର୍ମଧାରୟ; କର+ପାତ୍ର) —

ପାତ୍ରୀକୃତ କରତଳ; ହସ୍ତସଂପୁଟ; ଆଞ୍ଜୁଳା — Hands joined and formed into a cup to hold things or water; the hollow made by folded hands.

(କରପାତ୍ର—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି) —

ଯେଉଁ ବ୍ୟକ୍ତିର ହସ୍ତପୁଟ ଛଡ଼ା ଅନ୍ୟ ଭୋଜନପାତ୍ର ନାହିଁ; ପାଣିପାତ୍ର — (a person) Having no other utensil than his folded palms to hold eatables or drinking water.