କରତଳଗତ
କରତଳଗତ —
ଉଚ୍ଚାରଣ: Karataḻagata
ସଂ. ବିଣ. (୬: ଷ୍ଠୀ ତତ୍; ୨: ୟା ତତ୍; କର+ତଳ+ଗତ) —
୧: କରଗତ; ହାତକୁ ଆସିଥିବା; ହାତରେ ସ୍ଥାପିତ — ୧. Placed in one's hand.
୨: ଦଖଲରେ ବା ଅଧିକାରରେ ଥିବା — ୨. In one's possession.
୩: ଆପଣାର ଆୟତ୍ତ; ଅଧୀନ — ୩. Under one's control.