ଶବ୍ଦାର୍ଥ:
କରଣୀୟ — ଉଚ୍ଚାରଣ: Karaṇīya
ସଂ. ବିଣ. (କୃ ଧାତୁ+କର୍ମ ଅନୀୟ) —
୧: କରିବାର ଯୋଗ୍ୟ; କର୍ତ୍ତବ୍ୟ —୧. Fit to be done; practicable; necessary.
୨: ୟାହା କରାଯିବା ଉଚିତ — ୨. Proper to be done.