କରଣ

ଓଡ଼ିଶା ରେ କ୍ଷତ୍ରିୟକରଣ ଓ ବୈଶ୍ୟ କରଣ ନାମରେ ଦୁଇ ପ୍ରକାର କରଣ ଜାତି ଅଛନ୍ତି ଶିଷ୍ଟ ଓ ଶ୍ରେଷ୍ଠ ପ୍ରଭୃତି କରଣ ନାମରେ ଅଭିହିତ;ବୌଶ୍ୟକରଣମାନେ ପ୍ରକୁତରେ କରଣ ନୁହନ୍ତି ସେମାନଙ୍କର ବ୍ରତଘର ହୁଏନାହିଁ ।ବିଭିନ୍ନ ଉଚ୍ଚ ଶିକ୍ଷିତ କ୍ଷତ୍ରିୟ ଜାତି ର ଲୋକ ମାନେ କରଣ ପଦପୀରେ ଲେଖାପଢ଼ି କାର୍ଯ୍ୟ କଲେ,ପରେ ଏହା ଏକ ଜାତି ରେ ପରିଣତ ହେଲା ।ବିଭିନ୍ନ ଚଷା ଓ ଖଣ୍ଡାୟତ ସମାଜରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ଗରିବ କରଣ ଘରେ ବନ୍ଧୁ ବାନ୍ଧିଲେ ସେଥିପାଇଁ ଓଡ଼ିଆ ସମାଜ ରେ ଏକ ଢଗ ଅଛି ଖଣ୍ଡାୟତ ବଢ଼ିଲେ କରଣ ଛିଣ୍ଡିଲେ ଚଷା। କରଣ ମାନେ କ୍ଷତ୍ରିୟ ଥିବାର ପୁରୁଣାଦି ରେ ଓ ମନୁ ବର୍ଣ୍ଣିତ ଅଛି । ଓଡ଼ିଶାର କରଣମାନେ ଗୋତ୍ର ଅନୁଶାରେ ପ୍ରଧାନତଃ ଚାରି ପ୍ରକାର :-

୧:କୃଷ୍ଣତୋୟା ୨:ସଂଖ୍ୟାୟନ ୩:ଭାରଦ୍ବାଜ ୪:ନଗସ୍ୟ ନାନା ପୁରାଣ ଓ ଶାତ୍ସ ଆଲୋଚନା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି ଯେ କରଣମାନେ କ୍ଷତ୍ରିୟ ଅଟନ୍ତି ।

ଓଡ଼ିଶାରେ କରଣ ମାନେ ବ୍ୟବହାର କରୁଥିବା ସଂଜ୍ଞା:- ମହାନ୍ତି,ଦାସ,ଚୌଧୁରୀ,ପଟ୍ଟନାୟକ,ଚାଉପଟ୍ଟନାୟକ, ଦେଵାନ୍,ବେବର୍ତ୍ତା,କାନୁନଗୋ,ପରିଜା,ବକ୍ସି,ଦାସମହାପାତ୍ର, ମହାପାତ୍ର,ରାୟ,ବିଦ୍ୟାଧର,ନରେନ୍ଦ୍ର,ରାୟଚୌଧୁରୀ,ଛୋଟରାୟ,ସାମନ୍ତସିଂହାର,ସାମନ୍ତ,ସାମନ୍ତରାୟ,ରାଉତରାୟ, ମାଦଳା ଦାନି,ବହିଦାର,ବର୍ମା ଇତ୍ୟାଦି।