କରଗ୍ରାହ
କରଗ୍ରାହ —
ଉଚ୍ଚାରଣ: Karagrāha
ସଂ. ବିଣ. ପୁଂ. (କର+ଗ୍ରହ୍ ଧାତୁ+କର୍ତ୍ତୃ. ଅ) —
ଯେ କର ଗ୍ରହଣ କରେ —
Collecting revenue.
ସଂ. ବି —
୧: (ପାଣିଗ୍ରହଣକାରୀ)—ଭର୍ତ୍ତା; ପତି; ସ୍ବାମୀ — ୧. Husband (who receives the hand of the bride in marriage.)
୨: ରାଜସ୍ବ ଆଦାୟ କରିବା ବ୍ୟକ୍ତି — ୨. Collector of revenue; tax-collector.