ଶବ୍ଦାର୍ଥ:
କରକୋରକ — ଉଚ୍ଚାରଣ: Kara koraka
ସଂ. ବିଣ. (ରୂପକ କର୍ମଧା; କର+କୋରକ) —
କେରକୀ; କୃତକର; ଯୋଡ଼ହସ୍ତ —
ବିରାଧ ବିରୋଧିର ଧୀର ଗିର ବିଧିର କରକୋରକେ ଭାଷେ ଯେ ଭଞ୍ଜ. ବୈଦେହୀଶବିଳାସ With folded hands.