ଶବ୍ଦାର୍ଥ:
କମ୍ସେକମ୍ — ଉଚ୍ଚାରଣ: Kamsekam
ପ୍ରାଦେ (ସମ୍ବଲପୁର) କ୍ରି. ବିଣ (ତୁଳ. ହି. କମ୍ସେକମ୍)
କମ୍ରେକମ୍ (ଦେଖ) — Kamrekam (See)