ଶବ୍ଦାର୍ଥ:
କମ୍ରା — ଉଚ୍ଚାରଣ: Kamrā
ବୈଦେ. ପ୍ରାଦେ. (ସମ୍ବଲପୁର) ବି. (ପର୍ଟୁଗୀଜ କାମାରା) —
କାମରା; ପକୋଷ୍ଠ; କୋଠିରି —Room.