ଶବ୍ଦାର୍ଥ:
କମ୍ର — ଉଚ୍ଚାରଣ: Kamra (କମ୍ରା—ସ୍ତ୍ରୀ)
ସଂ. ବିଣ. (କମ୍=ଇଚ୍ଛା କରିବା+କର୍ତ୍ତୃ. ର) —
୧: ଅଭିଳାଷୀ —୧. Desirous.
୨: କାମୁକ; କାମଲାଳସାଯୁକ୍ତ — ୨. Libidinous; lustful; licentious.
୩: (+କର୍ମ. ର) କମନୀୟ; ମନୋହର — ୩. Charming; beautiful.