ଶବ୍ଦାର୍ଥ:
କମ୍ପ୍ର — ଉଚ୍ଚାରଣ: Kampra
ସଂ. ବିଣ. (କମ୍ପ୍ ଧାତୁ+କର୍ତ୍ତୃ.ର) —
୧: କମ୍ପିତ; ଚଳିତ — ୧. Trembling; moving.
୨: ଭୀତ —୨. Terrified.