ଶବ୍ଦାର୍ଥ:
କମ୍ପାସ୍ — ଉଚ୍ଚାରଣ: Kampās
ବୈଦେ. ବି. (ଇଂ. କମ୍ପାସ୍ସ) —
ନକସା ମାପ କରିବାର ଦ୍ବିବାହୁ— ବିଶିଷ୍ଟ ତୀକ୍ଷ୍ଗାଗ୍ର ଯନ୍ତ୍ର —A pair of compasses.
কপ্পাস कंपास्
ବୈଦେ. (ଇଂ) ବି —
ଜାହାଜିଆଙ୍କ ଦିଗ୍ନିର୍ଣ୍ଣୟ ଯନ୍ତ୍ର — Mariner's compass.