ଶବ୍ଦାର୍ଥ:
କମ୍ପାନ୍ବିତ — ଉଚ୍ଚାରଣ: Kampānwita (କମ୍ପାନ୍ବିତା—ସ୍ତ୍ରୀ)
ସଂ. ବିଣ. ପୁଂ (୩: ୟା ତତ୍; କମ୍ପ+ଅନ୍ବିତ) —
କମ୍ପଯୁକ୍ତ — Attended with trembling; attacked with tremor; shivering.