ଶବ୍ଦାର୍ଥ:
କମ୍ପାଉଣ୍ଡ୍ — ଉଚ୍ଚାରଣ: Kampāuṇḍ কপ্পাউন্ড कम्पाउण्ड
ବୈଦେ. (ଇଂ) ବି —
୧: ହତା; ଅଗଣା; ଗେରଦ୍ — ୧. Compound.
୨: (ବିଜ୍ଞାନ ଓ ରସାୟନ)—ବହୁଦ୍ରବ୍ୟର ମିଶ୍ରଣଜନିତ ଦ୍ରବ୍ୟ —୨. (physics and chemistry) Compound.