କମ୍ପମାନ
କମ୍ପମାନ —
ଉଚ୍ଚାରଣ: Kampamāna
(କମ୍ପମାନା—ସ୍ତ୍ରୀ)
ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] —
୧: କମ୍ପୁଥିବା; ଥରୁଥିବା — ୧. Trembling; quaking; shivering; vibrating.
୨: ଇତସ୍ତତଃ ସଞ୍ଚାଳିତ — ୨. Waving; moving to and fro.
୩: ରାଗରେ ବା ଭୟରେ କମ୍ପିତ — ୩. Trembling with anger or fear,
ଏପରି କହନ୍ତେ ସେ ନିଷ୍ଠୁର ବଚନ; ଭୟରେ ସେ ୟୁବତୀ ହୋଇ କମ୍ପମାନ— କୃଷ୍ଣସିଂହ. ମହାଭାରତ. ଆଦି