କମ୍ପନ
କମ୍ପନ —
ଉଚ୍ଚାରଣ: Kampanana
ସଂ. ବି. (କମ୍ପ୍ ଧାତୁ+ଭାବ. ଅନ) —
କମ୍ପ; ହଲିବା; ଥରା; ଇତସ୍ତତଃ ସଞ୍ଚାଳନ —Shivering; trembling; tremor; quake; agitation.
ସଂ. ବିଣ.
୧: (+କତ୍ତୃ. ଅନ) କମ୍ପଯୁକ୍ତ — ୧. Shivering; trembling.
୨: (କମ୍ପ ଧାତୁ. ଣିଜନ୍ତ କମ୍ପିଧାତୁ+କର୍ତ୍ତୃ. ଅନ) — କମ୍ପଉତ୍ପାଦକ —୨. Producing shivering.