ଶବ୍ଦାର୍ଥ:
କମ୍ପଟ୍ — ଉଚ୍ଚାରଣ: Kamphaṭa কম্ফটর कम्फट
ବୈଦେ . ବି. (ଇଂ. କମ୍ଫର୍ଟର୍) —
ପଶମର ମସ୍ତକ ବା ଗଳାବେଷ୍ଟନୀ —A comforter; a knit woolen tippet, long and narrow, for tying round the head or neck.