ଶବ୍ଦାର୍ଥ:

କମ୍ପଇ
ଉଚ୍ଚାରଣ: Kampai

ପ୍ରାଦେ. (ବସ୍ତର) ବି. (ସଂ. କର୍ମ) —

ଉପାର୍ଜନ; ଅର୍ଜନ — Earning.

ଦେ. କ୍ରି. (କମ୍ପିବା କ୍ରିୟାର ବର୍ତ୍ତମାନ କାଳ ତୃତୀୟ ପୁରୁଷ ଏକବଚନ) —

କମ୍ପିତ ହୁଏ —Trembles.