ଶବ୍ଦାର୍ଥ:
କମ୍ (ଧାତୁ) — ଉଚ୍ଚାରଣ: Kam (root)
ସଂ —
୧: ଇଚ୍ଛା କରିବା —୧. To wish.
୨: ଲାଳାୟିତ ହେବା —୨. To hanker after.
୩: ସଙ୍ଗମ କରିବା —୩. To have intercourse with (Apte).
୪: ସ୍ନେହ କରିବା; ଦେଖିପାରିବା — ୪. To love (Apte).