ଶବ୍ଦାର୍ଥ:
କମେଡ଼ି — ଉଚ୍ଚାରଣ: Kameḍi
(ଟ୍ରାଜେଡ଼ି—ବିପରୀତ)
কমেডি कमीडि
ବୈଦେ. ବି. (ଇଂ. କମେଡୀ) —
ପରିଣାମରେ ପ୍ରୀତିପ୍ରଦ ନାଟକ; ମିଳନାନ୍ତକ ନାଟକ —Comedy.
[ଦ୍ର—କମେଡ଼ିରେ ହାସ୍ୟରସ ପ୍ରଧାନ ରସ ଓ ଏଥିରେ ବିଛେଦ; ମୃତୃ, ଦୁଃଖ ଆଦିର ବର୍ଣ୍ଣନ ନ ଥାଏ]