ଶବ୍ଦାର୍ଥ:
କମେଇ — ଉଚ୍ଚାରଣ: Kamei
ଦେ. ବି —
କମାଇ (ଦେଖ) Kamāi (See)
ପ୍ରାଦେ. (ବାଲେଶ୍ବର) ବିଂ. (ତୁଳ. ବଂ. କମାଇ) —
୧: କାର୍ୟ୍ୟରୁ ଅବସରଗ୍ରହଣ; ଛୁଟି; ଅବକାଶ — ୧. Leave from work.
୨: କାର୍ୟ୍ୟରୁ ଅନୁପସ୍ଥିତି; ଗର୍ହାଜିରୀ — ୨. Absence from work or duty.