ଶବ୍ଦାର୍ଥ:
କମିବା — ଉଚ୍ଚାରଣ: Kamibā কমা धटना; कमाना
(କମାଇବା—ଣିଜନ୍ତରୂପ)
ଦେ. କ୍ରି. (ଆ. କମ୍) —
ନ୍ୟୁନ ହେବା; ଊଣା ହେବା — To abate; to lessen; to decrease; to be deficient.