ଶବ୍ଦାର୍ଥ:
କମାଶି — ଉଚ୍ଚାରଣ: Kamāṣi
ପ୍ରାଦେ. (ଗଡ଼ଜାତ) ବି. (ସଂ. କର୍ମ) —
୧: ଚାଷ କରିବା; କୃଷିକର୍ମ — ୧. Cultivation; agriculture.
୨: ଚାଷୀ; କୃଷକ —୨. Cultivator.