ଶବ୍ଦାର୍ଥ:
କମାଇ ଦେବା — ଉଚ୍ଚାରଣ: Kamāi debā কামিএ দেওয়া छांटदेना কমিএ দেওয়া घटाना
ପ୍ରାଦେ. (ସିଂହଭୂମ) କ୍ରି —
ନଖବାଳ ଆଦି ଛେଦନ କରିବା —To pare the nails and shave.
ଦେ. କ୍ରି. (ଆ. କମ୍) —
ଅଳ୍ପ କରିଦେବା — To lessen.