କମାଇ
କମାଇ —
ଉଚ୍ଚାରଣ: Kamāi
কামাই
घढती
ବୈଦେ. ବି. (ଆ) —
୧: କମିଯିବା —୧. Lessening.
୨: କାର୍ୟ୍ୟରୁ ଗର୍ହାଜିରୀ ବା ଅନୁପସ୍ଥିତି — ୨. Absence from duty or work.
ଦେ. ବି. (ସଂ. କର୍ମ) —
ରୋଜଗାର; ଅର୍ଜନ — Earning.
ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ମ) —
କୃଷିକର୍ମ — Agriculture.