ଶବ୍ଦାର୍ଥ:
କମଣା — ଉଚ୍ଚାରଣ: Kamaṇā কমনা कमिना
ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ (ଫା. କମୀନା=ନୀଚ; ଇତର ଲୋକ) —
୧: ପାଜି; ଦୁଷ୍ଟ — ୧. Wicked; wanton.
୨: ନୀଚପ୍ରକୃତିକ; ହୀନବୁଦ୍ଧି — ୨. Mean; low-minded.